ନୂଆଦିଲ୍ଲୀ,: ପ୍ରଯୋଜିକା ବିଣ୍ଟା ନନ୍ଦାଙ୍କ ଦ୍ବାରା ଅଭିନେତା ଆଲୋକ ନାଥଙ୍କ ବିରୋଧରେ ରୁଜୁ ହୋଇଥିବା ଏକ ଦୁଷ୍କର୍ମ ମାମଲା‌ରେ ଆଜି ଆଲୋକ ନାଥଙ୍କୁ ଆଗୁଆ ଜାମିନ ମଂଜୁର ହୋଇଛି। ମୁମ୍ବାଇର ଦିନ୍ଦୋଶି ସେସନ୍ସ କୋର୍ଟ ଆଲୋକଙ୍କ ଆଗୁଆ ଜାମିନ ମଂଜୁର କରିଛନ୍ତି।