ଚୀନ୍‌କୁ ଆମେରିକା ବଡ଼ ଝଟ୍‌କା, ହ୍ବାଇଟ୍‌ ହାଉସ୍‌ରେ ତିବ୍ବତ ରାଷ୍ଟ୍ରପତି ଲୋବ୍‌ସାଂଗ

ୱାସିଂଟନ: ବିଗତ ୬୦ ବର୍ଷ ଭିତରେ ଆମେରିକା ଆଜି ସବୁଠାରୁ ବଡ଼ ଝଟ୍‌କା ଦେଇଛି। ଆମେରିକାର ଆମନ୍ତ୍ରଣକ୍ରମେ ନିର୍ବାସିତ ତିବ୍ବତ ସରକାରର ରାଷ୍ଟ୍ରପତି ଲୋବ୍‌ସାଂଗ ସାଂଗେ ଆଜି ଅପରାହ୍ନରେ ରାଷ୍ଟ୍ରପତି ଭବନ ହ୍ବାଇଟ୍‌ ହାସଉ୍‌ରେ ପହଞ୍ଚିଥିଲେ। ଏହା ପୂର୍ବରୁ ଆମେରିକା କେବେ ବି ତିବ୍ବତ ସରକାର କିମ୍ବା ଏହା ନେତାଙ୍କୁ କୂଟନୈତିକସ୍ତରରେ ଗୁରୁତ୍ବ ଦେଉନଥିଲା। ଆମେରିକାର ଏହି ଅପ୍ରତ୍ୟାଶିତ ପଦକ୍ଷେପ ଚିନ୍‌କୁ ବିସ୍ମିତ କରିଛି।

ସମ୍ବନ୍ଧିତ ଖବର