ପେଇଚିଙ୍ଗ୍ : ସୋମବାର ଆମେରିକା ଓ ଚୀନ୍ ମଧ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ। ବୈଠକରେ ଦୁଇଦେଶ ମଧ୍ୟରେ ଦେଖାଦେଇଥିବା ବାଣିଜ୍ୟ ଯୁଦ୍ଧ ଏବଂ ସାମରିକ ହିଂସା ବାବଦରେ ଆଲୋଚନା ହେବ। ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ୍ ପୋମ୍ପିଓ ଏବଂ ଚୀନ୍ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଏହି ବୈଠକ ବସିବ।
ଆଜି ଆମେରିକା-ଚୀନ୍ ବୈଠକ
/sambad/media/post_attachments/wp-content/uploads/2018/10/us.jpg)
/sambad/media/agency_attachments/2024-07-24t043029592z-sambad-original.webp)
