ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର କେନ୍ଦ୍ରୀୟ ଦିଲ୍ଲୀ ସ୍ଥିତ କ୍ରିଷ୍ଣା ମେନନ୍ ମାର୍ଗ ବଙ୍ଗଳାକୁ ସ୍ଥାନାନ୍ତର ହୋଇଛନ୍ତି। ପୂର୍ବରୁ ଶାହ ଆକବର ରୋଡ୍ ବଙ୍ଗଳାରେ ରହୁଥିଲେ। ବିଜେପି ଦ୍ବିତୀୟ ଥର ପାଇଁ କ୍ଷମତାକୁ ଫେରିବାପରେ ଶାହଙ୍କୁ ବାଜପେୟୀଙ୍କ ବଙ୍ଗଳା ମିଳିଛି। ଗତବର୍ଷ ଅଟଳ ବିହାରୀ ବାଜପେୟୀଙ୍କ ମୃତ୍ୟୁ ପରେ କ୍ରିଷ୍ଣା ମେନନ୍ ମାର୍ଗ ବଙ୍ଗଳା ଖାଲି ପଡ଼ିଥିଲା।
ବାଜପେୟୀଙ୍କ ବଙ୍ଗଳାକୁ ଗଲେ ଶାହ
/sambad/media/post_attachments/wp-content/uploads/2018/09/amit-saha.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)