ଚେନ୍ନା: ୨୦୨୧-ତାମିଲନାଡ଼ୁ ବିଧାନସଭା ନିର୍ବାଚନରେ ବିଜେପି ସହିତ ମେଣ୍ଟ ଜାରି ରହିବ ବୋଲି ଆଜି ଏଆଇଏଡିଏମ୍କେ ଘୋଷଣା କରିଛି। ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଚେନ୍ନାଇ ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ଇ ପଲାନିସ୍ବାମୀ ଏହି ଘୋଷଣା କରିଛନ୍ତି। ଶାହଙ୍କୁ ଆଜି ଚେନ୍ନାଇରେ ଭବ୍ୟ ସ୍ବାଗତ କରାଯାଇଛି। କୋଭିଡ୍-୧୯ ମୁକାବିଲାରେ ରାଜ୍ୟ ସରକାରଙ୍କ ସଫଳ ପରିଚାଳନାକୁ ଶାହ ଭୂୟସୀ ପ୍ରଶଂସା କରିଛନ୍ତି।
ଚେନ୍ନାଇରେ ଅମିତ ଶାହ ମେଣ୍ଟ ଜାରି ରହିବ: ଏଆଇଏଡିଏମ୍କେ
/sambad/media/post_attachments/wp-content/uploads/2020/02/amit-hsaha.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)