ତାମିଲ ସିନେମାରେ ଅମିତାଭ

ମୁମ୍ବାଇ: ବଲିଉଡର ମହାନାୟକ ଅମିତାଭ ବଚ୍ଚନ ପ୍ରଥମ ଥର ପାଇଁ ଏକ ତାମିଲ ସିନେମାରେ ଅଭିନୟ କରିବାକୁ ଯାଉଛନ୍ତି। ଏହି ଫିଲ୍ମର ଟାଇଟଲ୍‌ ‌େହଉଛି ‘ମହାନ୍‌: ଦି ଗ୍ରେଟ୍‌ ମ୍ୟାନ୍‌’। ପ୍ରଥମେ ଚର୍ଚ୍ଚା ହେଉଥିଲା ଯେ ଅମିତାଭଙ୍କ ଅଭିନୀତ ଏହି ତାମିଲ ସିନେମାର ଟାଇଟଲ୍‌ ‘ଉୟାରନଧା ମନିଧନ୍‌’ ରହିବ। ଉତ୍ତରାଖଣ୍ଡର ଡେରାଡୁନ୍‌ରେ ଏହାର ସୁଟିଂ ପାଇଁ ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର