ବିକାନେର୍: ଆଜି ସକାଳ ୭.୪୨ ସମୟରେ ରାଜସ୍ଥାନର ବିକାନେର୍ଠାରେ ୪.୮ ତୀବ୍ରତା ବିଶିଷ୍ଟ ଭୂକମ୍ପ ଘଟିଯାଇଛି। ଏ ନେଇ ନେସ୍ନାଲ୍ ସେଣ୍ଟର୍ ଫର୍ ସେସମୋଲୋଜି ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି।
An earthquake of magnitude 4.8 on the Richter scale occurred hit Bikaner, Rajasthan at 7:42 am today: National Center for Seismology
— ANI (@ANI) July 22, 2021
ଏହି ଅଞ୍ଚଳରେ ଗତକାଲି ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା। ବିକାନେର୍ଠାରେ ଗତକାଲି ଭୋର୍ ୫.୨୪ ସମୟରେ ୫.୩ ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/Untitled-49.jpg)