ପୋର୍ଟବ୍ଲେୟାର: ଆଣ୍ଡାମାନନିକୋବରପୁଲିସନିକଟରେଦେଶରସବୁଠାରୁବଡ଼ଡ୍ରଗ୍ସକନସାଇନମେଣ୍ଟଜବତକରିଥିଲା।ଅନ୍ତର୍ଜାତୀୟବଜାରରେଏହାରମୂଲ୍ୟପ୍ରାୟ୩୬ହଜାରକୋଟିଟଙ୍କା ହେବ ।ପୁଲିସଏବେଏହାକୁନଷ୍ଟକରିବାଆରମ୍ଭକରିଛି।ଏହିଔଷଧଗୁଡ଼ିକଏତେବିପଜ୍ଜନକଯେଏହାକୁଖୋଲାରେପୋଡ଼ିଲେ ତାହା ଆଖପାଖର ପରିବେଶକୁ ଦୂଷିତ କରିବ ଓ ଲୋକଙ୍କମାନଙ୍କ ପ୍ରତି ବିପଦ ସୃଷ୍ଟି କରିଥାନ୍ତା ।ଏଣୁ ଏହି ସମସ୍ୟାର ଏକ ସମାଧାନ ବାହାର କରିଥିଲା ପୁଲିସ । ସେଗୁ଼ଡ଼ିକୁ ବିଦ୍ୟୁତ ଚାଳିତ ଶବଦାହ ଚୁଲାରେ ଜଳାଇଦିଆଯାଇଥିଲା ।

Advertisment

ପୁଲିସର କହିବା ଅନୁସାରେ ଯଦି ଏହାକୁ ଖୋଲାରେ ପୋଡି ଦିଆଯାଏ କିମ୍ବା ଖୋଳି ମାଟିରେ ପୋତି ଦିଆଯାଇଥାନ୍ତା, ତେବେ ଏହା ବାୟୁ ପ୍ରଦୂଷଣ ସୃଷ୍ଟି କରିଥାନ୍ତା ଯାହା ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିଥାନ୍ତା । ତେଣୁ ସେଗୁଡ଼ିକୁ ଇଲେକ୍ଟ୍ରିକ ଶବଦାହ ଚୂଲାରେ ପୋଡ଼ାଯାଇଥିଲା ।

ପୁଲିସର କହିବା ଅନୁସାରେ ଯଦିଏହାକୁଖୋଲାରେପୋଡିଦିଆଯାଏକିମ୍ବାଖୋଳିମାଟିରେପୋତିଦିଆଯାଇଥାନ୍ତା, ତେବେଏହାବାୟୁପ୍ରଦୂଷଣସୃଷ୍ଟିକରିଥାନ୍ତାଯାହାଲୋକଙ୍କପାଇଁବିପଦସୃଷ୍ଟିକରିଥାନ୍ତାତେଣୁସେଗୁଡ଼ିକୁଇଲେକ୍ଟ୍ରିକ ଶବଦାହ ଚୂଲାରେ ପୋଡ଼ାଯାଇଥିଲା । ନିଜେଡିଜିପିଏଚଜିଏସ୍ଧାଲିୱାଲଏହାରତଦାରଖକରିଥିଲେ।ଏହିସମୟରେମହମ୍ମଦରଏସଏସପି (ସିଆଇଡି) ଜିତେନ୍ଦ୍ରମୀନା।ଇର୍ଶାଦହାଇଦର, ଏସପି (ମୁଖ୍ୟାଳୟ) ଏବଂପୋଲିସଅଧିକାରୀଗୀତାରାଣୀବର୍ମାମଧ୍ୟଉପସ୍ଥିତଥିଲେ

ପ୍ରଦୂଷଣନିୟନ୍ତ୍ରଣବୋର୍ଡ, ଜିବିପନ୍ତହସ୍ପିଟାଲଭଳିପ୍ରମୁଖଏଜେନ୍ସିରପ୍ରତିନିଧିମାନେମଧ୍ୟଏହି ପ୍ରକ୍ରିୟା ଉପରେ ନଜର ରଖିଥିଲେ ।ମାନ୍ୟବରସର୍ବୋଚ୍ଚନ୍ୟାୟାଳୟଙ୍କନିର୍ଦ୍ଦେଶକ୍ରମେଏହିପଦକ୍ଷେପନିଆଯାଇଛିବୋଲିପୁଲିସକହିଛି।ଜଳିବା ପ୍ରକ୍ରିୟାକୁସତର୍କତାରସହଭିଡିଓ ରେକର୍ଡକରାଯାଇଛି।