ନକଲି ଡିଗ୍ରି ମାମଲା : ଇସ୍ତଫା ଦେ‌‌ବେ ଦିଲ୍ଲୀ ବିଶ୍ବବିଦ୍ୟାଳୟ ଛାତ୍ର ନେତା

ନୂଆଦିଲ୍ଲୀ : ନକଲି ଡିଗ୍ରି ମାମଲାରେ ଛନ୍ଦି ହୋଇପଡ଼ିଥିବା ଦିଲ୍ଲୀ ବିଶ୍ବ ବିଦ୍ୟାଳୟ ଛାତ୍ର ସଂଗଠନର ଅଧ୍ୟକ୍ଷ ଅଙ୍କିଭ ବୈଷୋୟା ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବେ। ନକଲି ଡିଗ୍ରି ମାମଲାରେ ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ଅଙ୍କିଭ୍‌ ତାଙ୍କ ପଦରୁ ଇସ୍ତଫା ଦେବା ସହ ସମସ୍ତ ସାଙ୍ଗଠନିକ ଦାୟିତ୍ବରୁ ଦୂରେଇ ରହିବାପାଇଁ ଆରଏସ୍‌ଏସ୍‌ର ଛାତ୍ର ଶାଖା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର