ଅହମ୍ମଦନଗର : ବିଶିଷ୍ଟ ସାମାଜିକ କର୍ମୀ ଆନ୍ନା ହଜାରେ ଲୋକପାଳ ନିଯୁକ୍ତି ଦାବି ନେଇ ଆଜି ତଥା ଗାନ୍ଧୀ ଜୟନ୍ତୀରୁ ଆମରଣ ଅନଶନ କରିବେ ବୋଲି ସ୍ଥିର କରିଥିଲେ। କିନ୍ତୁ ମହାରାଷ୍ଟ୍ର ମନ୍ତ୍ରୀ ଗିରୀଶ ମହାଜନଙ୍କ ସହ କଥା ହେବା ପରେ ଆନ୍ନା ଏହାକୁ ସ୍ଥଗିତ ରଖିଛନ୍ତି। ପରବର୍ତ୍ତୀ ସମୟରେ ସେ ଆମରଣ ଅନଶନ କରିବେ। ତେବେ ଏନେଇ କୌଣସି ତାରିଖ ଧାର୍ଯ୍ୟ କରିନାହାନ୍ତି।
ଅାମରଣ ଅନଶନ ସ୍ଥଗିତ ରଖିଲେ ଆନ୍ନା ହଜାରେ
/sambad/media/post_attachments/wp-content/uploads/2018/10/anna-hazare.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)