ଅମିତାଭ୍‌ଙ୍କ ପ୍ରଶ୍ନରେ ଅନୁଷ୍କା ଲାଜରେ ଲାଲ୍‌

ନୂଆଦିଲ୍ଲୀ : ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ନିକଟରେ କୌନ୍‌ ବନେଗା କରୋଡ୍‌ପତି ସୋ’ରେ ବଲିଉଡ୍‌ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ସମ୍ମୁଖୀନ ହୋଇଥିଲେ। ଅନୁଷ୍କା କହିଥିଲେ ଯେ ସେ ତାଙ୍କ ସ୍ୱାମୀ କୋହଲିଙ୍କ ପାଇଁ କ୍ରିକେଟ୍‌ ଦେଖନ୍ତିନି ବରଂ ଦେଶ ପାଇଁ ସେ ଖେଳ ଦେଖନ୍ତି। କିନ୍ତୁ ଅମିତାଭ୍‌ ତାଙ୍କୁ ଫ୍ଲାଇଂ କିସ୍‌ ସଂପର୍କରେ ପଚାରିବାରୁ ଅନୁଷ୍କା ଲାଜରେ ଲାଲ୍‌ ପଡ଼ିଯାଇଥିଲେ ଏବଂ କିଛି କହିପାରି ନଥିଲେ।

ସମ୍ବନ୍ଧିତ ଖବର