ଅହମଦାବାଦ: ଗୁଜରାଟ କଂଗ୍ରେସକୁ ଏକ ଶକ୍ତ ଧକ୍କା ଲାଗିବାକୁ ଯାଉଥିବା ଚର୍ଚ୍ଚା ଜୋର ଧରିଛି। ଗୁଜରାଟ ରାଧାଁପୁରର କଂଗ୍ରେସ ବିଧାୟକ ତଥା ଓବିସି ନେତା ଅଳ୍ପେଶ ଠାକୁର ବିଜେପିରେ ମିଶିବେ। ଏପରିକି ସେ ସିଧା ସଳଖ ରାଜ୍ୟ ବିଜେପି ସରକାରରେ ଜଣେ ମନ୍ତ୍ରୀ ଭାବେ ମଧ୍ୟ ଶପଥ ନେଇପାରନ୍ତି ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାଯାଇଛି। ଗୁଜରାଟ ମନ୍ତ୍ରୀମଣ୍ଡଳରେ ଦୁଇଟି ପଦବି ଖାଲି କରାଯିବା ଘଟଣା ଏଭଳି ଅନୁମାନକୁ ବଳିଷ୍ଠ କରିଛି। ତେବେ ଏଭଳି ଆଲୋଚନାକୁ ଅଳ୍ପେଶ ଗୁଜବ ବୋଲି କହିଛନ୍ତି।
ବିଜେପିରେ ମିଶିବେ ଅଳ୍ପେଶ!
/sambad/media/post_attachments/wp-content/uploads/2019/03/6ef780663a3e2f1e8da966cc2c3144cb.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)