ମତ-ମନ୍ତବ୍ୟ

୨୬/୧୧ ଆକ୍ରମଣ ଏବଂ ଏହି ଆକ୍ରମଣ ଘଟାଇଥିବା ଅପରାଧୀଙ୍କୁ ଭାରତ କଦାପି ଭୁଲିବ ନାହିଁ
ନ‌ରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ
ଭାରତ ପ୍ରଥମେ ନିଜଆଡୁ କାହାକୁ ଆକ୍ରମଣ କରିନାହିଁ
ଦେବେନ୍ଦ୍ର ଫଡ଼ନବିସ୍‌, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ
ଆମ ଦେଶର ଏକତାକୁ କ୍ଷତି ପହଞ୍ଚାଇବା ଲାଗି ଆତଙ୍କବାଦର ପରିକଳ୍ପନା କରାଯାଇଛି। କିନ୍ତୁ ଆମର ଏକତା ଓ ଅଖଣ୍ଡତା ବହୁତ ଶକ୍ତିଶାଳୀ, ଯାହା କୌଣସି କାପୁରୁଷଙ୍କ ଦ୍ବାରା କ୍ଷୁଣ୍ଣ ହେବନାହିଁ
ଅମିତାଭ ବଚ୍ଚନ, ବଲିଉଡ୍‌ ମେଗା ଷ୍ଟାର୍‌
ସିଦ୍ଧୁଙ୍କ ପାକ୍‌ ଯିବା ନିଷ୍ପତ୍ତି ତାଙ୍କ ‘ଭାବନାର ଶୈଳୀ’
ଅମରିନ୍ଦର ସିଂହ, ପଞ୍ଜାବ ମୁଖ୍ୟମନ୍ତ୍ରୀ
ମୁଁ ଗୋଟିଏ ବି ଛୁଟି ନେଇଥିବା କେହି ଶୁଣିଛି କି? କେଉଁଠିକୁ ଚିତ୍ତବିନୋଦନ ପାଇଁ ଯିବା କିମ୍ବା ସପ୍ତାହେବ୍ୟାପୀ ନିଖୋଜ ‌ହୋଇଯିବା କେହି ଦେଖିବାକୁ ପାଇଛି କି?
ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍‌ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି
ଆମ ନିକଟରେ ବିଶାଳ ସେନା ଅଛି ଏବଂ ଆମେ ସବୁବେଳେ ପ୍ରସ୍ତୁତ
ଅମରିନ୍ଦର ସିଂହ, ପଞ୍ଜାବ ମୁଖ୍ୟମନ୍ତ୍ରୀ
କେଉଁଟାକୁ ବିରୋଧ ବଦଳରେ କାହାକୁ ସମର୍ଥନରେ ଆମେ ନିଜକୁ ନିଶ୍ଚିତ ରୂପେ ନିରୂପଣ କରିବା ଉଚିତ
ଅମିତାଭ ବଚ୍ଚନ, ଅଭିନେତା
ଦିଲ୍ଲୀବାସୀ କହିପାରିବେ ଆମ ମୁଖ୍ୟମନ୍ତ୍ରୀ ସଚ୍ଚୋଟ। କିନ୍ତୁ ଦେଶ କ’ଣ ପ୍ରଧାନମନ୍ତ୍ରୀଙ୍କ ବିଷୟରେ ତାହା କହିପାରିବ
ଅରବିନ୍ଦ କେଜ୍ରିୱାଲ୍‌, ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ସମ୍ବନ୍ଧିତ ଖବର