ନୂଆଦିଲ୍ଲୀ: ସୋମବାର ରାତିରେ ପୂର୍ବ ଲଦାଖ ଅନ୍ତର୍ଗତ ଗଲ୍ୱାନ୍ ଉପତ୍ୟକାରେ ଚୀନ୍ ସୈନିକମାନଙ୍କ ସହ ସଂଘର୍ଷ କରି ସହିଦ ହୋଇଥିବା ୨୦ଜଣ ଭାରତୀୟ ସୈନିକଙ୍କ ନାମ ଆଜି ଭାରତୀୟ ସେନାବାହିନୀ ପ୍ରକାଶ କରିଛି। ନିମ୍ନରେ ସହିଦମାନଙ୍କ ନାମ ଓ ସେମାନଙ୍କ ବାସସ୍ଥାନର ତାଲିକା ପ୍ରକାଶ କରାଗଲା।
୧. କର୍ଣ୍ଣେଲ୍ ବି ସନ୍ତୋଷ ବାବୁ - ହାଇଦ୍ରାବାଦ୍
୨. ନାଏବ ସୁବେଦାର ନୁଦୁରାମ ସୋରେନ୍- ମୟୁରଭଞ୍ଚ, ଓଡ଼ିଶା
୩. ସବ୍ ସୁବେଦାର୍ ମନଦୀପ ସିଂହ- ପଟିଆଲା
୪. ନାଏବ ସୁବେଦାର୍ ଶତନାମ ସିଂହ- ଗୁରୁଦାସପୁର
୫. ହାବିଲଦାର କେ ପଲାନି-ମଦୁରାଇ
୬. ହାବିଲଦାର ସୁନୀଲ କୁମାର -ପାଟନା
୭. ହାବିଲଦାର ବିପୁଳ ରାୟ-ମିରଟସିଟି
୮. ନାଏକ ଦୀପକ କୁମାର- ରେୱା
୯- ସିପାହୀ ରାଜେଶ ଓରଙ୍ଗ- ବୀରଗମ୍
୧୦. ସିପାହୀ କୁନ୍ଦନ କୁମାର ଓଝା- ସାହିବଗଞ୍ଜ
୧୧. ସିପାହୀ ଗଣେଶ ରାମ- କନକର୍
୧୨. ସିପାହୀ ଚନ୍ଦ୍ରକାନ୍ତ ପ୍ରଧାନ- କନ୍ଧମାଳ, ଓଡ଼ିଶା
୧୩. ସିପାହୀ ଅଙ୍କୁଶ- ହମିରପୁର
୧୪. ସିପାହୀ ଗୁରବିନ୍ଦର- ସଙ୍ଗରୁର୍
୧୫. ସିପାହୀ ଗୁରତେଜ ସିଂହ- ମନସା
୧୬. ସିପାହୀ ଚନ୍ଦନ କୁମାର- ଭୋଜପୁର
୧୭. ସିପାହୀ କୁନ୍ଦନ କୁମାର- ସହର୍ସା
୧୮. ସିପାହୀ ଅମନ କୁମାର- ସମସ୍ତିପୁର
୧୯. ସିପାହୀ ଜୟ କିଶୋର ସିଂହ- ବୈଶାଳୀ
୨୦. ସିପାହୀ ଗେଣେଶ ହାଁସଦା- ପୂର୍ବ ସିଂଘଭୂମ୍