ଭାରତ-ଚୀନ୍ ସୀମାନ୍ତ ସଂଘର୍ଷରେ ସହିଦ ୨୦ ବୀରଯବାନଙ୍କ ନାମ ପ୍ରକାଶ କଲା ଭାରତୀୟ ସେନା

ନୂଆଦିଲ୍ଲୀ: ସୋମବାର ରାତିରେ ପୂର୍ବ ଲଦାଖ ଅନ୍ତର୍ଗତ ଗଲ୍‌ୱାନ୍ ଉପତ୍ୟକାରେ ଚୀନ୍ ସୈନିକମାନଙ୍କ ସହ ସଂଘର୍ଷ କରି ସହିଦ ହୋଇଥିବା ୨୦ଜଣ ଭାରତୀୟ ସୈନିକଙ୍କ ନାମ ଆଜି ଭାରତୀୟ ସେନାବାହିନୀ ପ୍ରକାଶ କରିଛି। ନିମ୍ନରେ ସହିଦମାନଙ୍କ ନାମ ଓ ସେମାନଙ୍କ ବାସସ୍ଥାନର  ତାଲିକା ପ୍ରକାଶ କରାଗଲା।

୧. କର୍ଣ୍ଣେଲ୍ ବି ସନ୍ତୋଷ ବାବୁ – ହାଇଦ୍ରାବାଦ୍

୨. ନାଏବ ସୁବେଦାର ନୁଦୁରାମ ସୋରେନ୍- ମୟୁରଭଞ୍ଚ, ଓଡ଼ିଶା

୩. ସବ୍ ସୁବେଦାର୍ ମନଦୀପ ସିଂହ- ପଟିଆଲା

୪. ନାଏବ ସୁବେଦାର୍ ଶତନାମ ସିଂହ- ଗୁରୁଦାସପୁର

୫. ହାବିଲଦାର କେ ପଲାନି-ମଦୁରାଇ

୬. ହାବିଲଦାର ସୁନୀଲ କୁମାର -ପାଟନା

୭. ହାବିଲଦାର ବିପୁଳ ରାୟ-ମିରଟସିଟି

୮. ନାଏକ ଦୀପକ କୁମାର- ରେୱା

୯- ସିପାହୀ ରାଜେଶ ଓରଙ୍ଗ- ବୀରଗମ୍

୧୦. ସିପାହୀ କୁନ୍ଦନ କୁମାର ଓଝା- ସାହିବଗଞ୍ଜ

୧୧. ସିପାହୀ ଗଣେଶ ରାମ- କନକର୍

୧୨. ସିପାହୀ ଚନ୍ଦ୍ରକାନ୍ତ ପ୍ରଧାନ- କନ୍ଧମାଳ, ଓଡ଼ିଶା

୧୩. ସିପାହୀ ଅଙ୍କୁଶ- ହମିରପୁର

୧୪. ସିପାହୀ ଗୁରବିନ୍ଦର- ସଙ୍ଗରୁର୍

୧୫. ସିପାହୀ ଗୁରତେଜ ସିଂହ- ମନସା

୧୬. ସିପାହୀ ଚନ୍ଦନ କୁମାର- ଭୋଜପୁର

୧୭. ସିପାହୀ କୁନ୍ଦନ କୁମାର- ସହର୍ସା

୧୮. ସିପାହୀ ଅମନ କୁମାର- ସମସ୍ତିପୁର

୧୯. ସିପାହୀ ଜୟ କିଶୋର ସିଂହ- ବୈଶାଳୀ

୨୦. ସିପାହୀ ଗ‌େଣେଶ ହାଁସଦା- ପୂର୍ବ ସିଂଘଭୂମ୍

ସମ୍ବନ୍ଧିତ ଖବର