ତିନି ଉତ୍ତର-ପୂର୍ବ ରାଜ୍ୟ ମେଘାଳୟ, ନାଗାଲ୍ୟାଣ୍ଡ ଓ ତ୍ରିପୁରାରେ ଅନୁଷ୍ଠିତ ବିଧାନସଭା ନିର୍ବାଚନର ଭୋଟ ଗଣତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ମେଘାଳୟରେ କଂଗ୍ରେସ ୬୦ରୁ ୨୩ଟି ଆସନରେ ଆଗୁଆ ରହିଛି। ସେହିଭଳି ୬୦ ଆସନ ବିଶିଷ୍ଟ ନାଗାଲ୍ୟାଣ୍ଡ ଓ ତ୍ରିପୁରା ବିଧାନସଭାରେ ବିଜେପି ଯଥାକ୍ରମେ ୩୫ ଓ ୪୦ଟି ଆସନରେ ଆଗୁଆ ରହି ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ଯାଉଛି।

Advertisment

publive-image

ମେଘାଳୟ

publive-image

ନାଗାଲ୍ୟାଣ୍ଡ

publive-image

publive-image

ତ୍ରିପୁରା

publive-image