ଅଷ୍ଟ୍ରେଲିଆ: କ୍ରୁଜ୍‌ରେ ୮୦୦ ଯାତ୍ରୀ କୋଭିଡ୍ ପଜିଟିଭ୍

ସିଡ୍‌ନୀ: ଅଷ୍ଟ୍ରେଲିଆ ନ୍ୟୁ ସାଉଥ୍ ୱେଲ୍‌ସର ରାଜଧାନୀ ସିଡ୍‌ନୀରେ ୮୦୦ ଯାତ୍ରୀଙ୍କୁ ନେଇ ମାଜେଷ୍ଟିକ୍ ପ୍ରିନ୍ସେସ୍ କ୍ରୁଜ୍ ଜାହାଜ (ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ ଯାତ୍ରୀବାହୀ ଜାହାଜ) ପହଞ୍ଚିଥିବା ବେଳେ ଏଥିରେ ଥିବା ୮୦୦ ଯାତ୍ରୀ କୋଭିଡ୍ ପଜିଟିଭ୍ ଥିବା ପରୀକ୍ଷାରୁ ଜଣାପଡ଼ିଛି। ସରକାର ସେମାନଙ୍କୁ ତୁରନ୍ତ ଏକାନ୍ତବାସରେ ରଖି ଚିକିତ୍ସା ବ୍ୟବସ୍ଥା କରାଇବା ସହ ଭୟଭୀତ ନ ହେବା ପାଇଁ କହିଛନ୍ତି। ୨୦୨୦ରେ ଅନୁରୂପ ଭାବେ ରୁବି ପ୍ରିନ୍‌ସେସ୍ କ୍ରୁଜ୍ ଜାହାଜରେ ୯୧୪ ଜଣ ସଂକ୍ରମିତ ହେବା ସହ ୨୮ ଜଣଙ୍କ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର