ନୂଆଦିଲ୍ଳୀ: ଅଯୋଧ୍ୟା ମାମଲାରେ ସୁପ୍ରିମ୍ କୋର୍ଟଙ୍କ ସମ୍ବିଧାନ ପୀଠ ଦେଇଥିବା ରାୟକୁ ପ୍ରମୁଖ ମୁସ୍ଲିମ ସଂଗଠନ ଜମିୟତ ଉଲେମା ଏ ହିନ୍ଦ୍ ଗ୍ରହଣ କରିବ ନାହିଁ ଏବଂ ରିଭ୍ୟୁ ପିଟିସନ୍ ଦାଖଲ କରିବ ବୋଲି ଆଜି ଘୋଷଣା କରିଛି। ଏହି ସଂଗଠନର ମୁଖ୍ୟ ମୌଲାନା ଅର୍ସଦ ମଦାନି ଆଜି ଏ ବାବଦ ଘୋଷଣା ରକିଛନ୍ତି। ଜମିୟତର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ ବୈଠକରେ ଏହି ନିଷ୍ପତ୍ତି ହୋଇଛି ବୋଲି ସେ କହିଛନ୍ତି।
ଅଯୋଧ୍ୟା ରାୟ: ଜମିୟତ ଉଲେମା-ଏ-ହିନ୍ଦ ରିଭ୍ୟୁ ପିଟିସନ ଦାଖଲ କରିବ
/sambad/media/post_attachments/wp-content/uploads/2019/11/MADANIK.jpg)