ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ଜନ୍ମଭୂମି-ବାବ୍ରି ମସ୍ଜିଦ୍ ଅଂଚଳରେ ହୋଇଥିବା ୧୯୯୩ର ଜମି ଅଧିଗ୍ରହଣକୁ ଚ୍ୟାଲେଂଜ କରି ଆଜି ସୁପ୍ରିମ୍ କୋର୍ଟରେ ମାମଲା ରୁଜୁ ହୋଇଛି। ରାଜ୍ୟର ଜମିକୁ ସଂସଦର କୌଣସି ଆଇନ ବଳରେ ଅଧିଗ୍ରହଣ କରିବା ଅଧିକାର ନାହିଁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।
ଅଯୋଧ୍ୟା ବିବାଦ:ଜମି ଅଧିଗ୍ରହଣ ଆଇନକୁ ସୁପ୍ରିମ୍ କୋର୍ଟରେ ଚ୍ୟାଲେଞ୍ଜ୍
/sambad/media/post_attachments/wp-content/uploads/2019/02/supreme-court-pti-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)