ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ଜନ୍ମଭୂମି-ବାବ୍ରି ମସ୍‌ଜିଦ୍‌ ଅଂଚଳରେ ହୋଇଥିବା ୧୯୯୩ର ଜମି ଅଧିଗ୍ରହଣକୁ ଚ୍ୟାଲେଂଜ କରି ଆଜି ସୁପ୍ରିମ୍‌ କୋର୍ଟରେ ମାମଲା ରୁଜୁ ହୋଇଛି। ରାଜ୍ୟର ଜମିକୁ ସଂସଦର କୌଣସି ଆଇନ ବଳରେ ଅଧିଗ୍ରହଣ କରିବା ଅଧିକାର ନାହିଁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।