ଏନ୍‌ସିପିରେ ବାଘେଲା

ନୂଆଦିଲ୍ଲୀ,: ପୂର୍ବତନ ଗୁଜରାଟ ମୁଖ୍ୟମନ୍ତ୍ରୀ ଶଙ୍କର ସିଂହ ବାଘେଲା  ଏନ୍‌ସିପି (ନ୍ୟାସନାଲିଷ୍ଟ୍‌ କଂଗ୍ରେସ ପାର୍ଟି)ରେ ଯୋଗ ଦେଇଛନ୍ତି। ଏନ୍‌ସିପି ମୁଖ୍ୟ ଶରଦ ପାୱାରଙ୍କ ଉପସ୍ଥିତିରେ ବାଘେଲା ଆଜି ଦଳରେ ଯୋଗ ଦେଇଥିବା ବେଳେ ତାଙ୍କୁ ଜାତୀୟ ସାଧାରଣ ସଚିବ ଦାୟିତ୍ବ ମିଳିଛି।

ସମ୍ବନ୍ଧିତ ଖବର