ଢାକା : ବାଂଲାଦେଶର ରାଜଧାନୀ ଢାକାରେ ୨୦୧୬ରେ ଏକ କେଫେରେ ହୋଇଥିବା ଆକ୍ରମଣ ମାମଲାରେ ଆଜି ଅଦାଲତ ୭ ଜଣ ଆତଙ୍କବାଦୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି। ଆତଙ୍କବାଦୀଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ ଥିବାରୁ ଏଭଳି ରାୟ ଦିଆଯାଇଥିବା ପ୍ରକାଶ।

Advertisment