ଭର୍ତ୍ତୃହରି ମହତାବ ତୃତୀୟ ସବ୍‌ କମିଟିର ଆବାହକ ମନୋନୀତ

ନୂଆଦିଲ୍ଲୀ : ପବ୍ଲିକ୍‌ ଆକାଉଣ୍ଟ୍‌ସ କମିିଟିର ସୁପାରିସ ଗୁଡ଼ିକୁ କାର୍ଯ୍ୟକାରୀ କରିବାପାଇଁ ତୃତୀୟ ସବ୍‌କମିଟିର ପୁର୍ନଗଠନ କରାଯାଇଛି। ପବ୍ଲିକ୍‌ ଆକାଉଣ୍ଟ୍‌ସ କମିଟି ଅଧ୍ୟକ୍ଷଙ୍କ ଦ୍ବାରା ପୁନର୍ଗଠନ ହୋଇଥିବା ଏହି ତୃତୀୟ ସବ୍‌କମିଟିର ଆବାହକ ରୂପେ ବିଜେଡିର ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ମନୋନୀତ ହୋଇଥିବାବେଳେ ସବ୍‌ କମିିଟିର ଜଣେ ଅତିରିକ୍ତ ଆବାହକ ଓ ଚାରିଜଣ ସଦସ୍ୟଙ୍କୁ ମନୋନୀତ କରାଯାଇଥିବା ଲୋକସଭାର ବୁଲେଟିନ୍‌ରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର