ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଜି-୨୦ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ୱିଡୋଡୋଙ୍କ ସହ ତାଙ୍କ ସାକ୍ଷାତ ସମୟର ଫଟୋ ଟ୍ବିଟ୍ କରିବା ସହ ମୋଦୀଙ୍କୁ ପ୍ରଶଂସା କରିଛନ୍ତି। ବାଇଡେନ କହିଛନ୍ତି, ବିଭିନ୍ନ ବୈଶ୍ବିକ ଚ୍ୟାଲେଂଜ ମଧ୍ୟରେ ଆମ ମେଣ୍ଟର ଶକ୍ତି ପ୍ରମାଣିତ ହୋଇଛି ଏବଂ ବିଶ୍ବ କଲ୍ୟାଣ ପାଇଁ ଆମ ପ୍ରତିବଦ୍ଧ । ବାଇଡେନ କହିଛନ୍ତି, ଭାରତ ଅଧ୍ୟକ୍ଷତାରେ ଜି-୨୦ ସମ୍ମିଳନୀକୁ ଆମେ ଲଗାତାର ସମର୍ଥନ ଜାରି ରଖିବୁ।
ମୋଦୀଙ୍କ ସହ ଫଟୋ ଟ୍ବିଟ୍ କରି ପ୍ରଶଂସା କଲେ ବାଇଡେନ୍
/sambad/media/post_attachments/wp-content/uploads/2022/11/biden-6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)