ବିଗ୍‌ବସ୍‌ ୧୧ ପ୍ରତିଯୋଗୀ ଜୁବେର ଖାନ୍‌ଙ୍କ ମାମଲାରେ ସଲମାନ ଦୋଷମୁକ୍ତ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ସଲମାନ୍‌ ଖାନ୍‌ ବିଗ୍‌ ବସ୍‌ ୧୧ ପ୍ରତିଯୋଗୀ ଜୁବେର ଖାନ୍‌ଙ୍କୁ ଧମକ ଦେଇଥିବା ନେଇ ତାଙ୍କ ବିରୋଧରେ ‌ଯେଉଁ ମାମଲା ଥିଲା ଆଜି ସେଥିରୁ ତାଙ୍କୁ ‌ଦୋଷମୁକ୍ତ କରାଯାଇଛି। ୨୦୧୭ରେ ସଲମାନ୍‌ଙ୍କ ବିରୋଧରେ ପୂର୍ବତନ ବିଗବସ୍‌ ପ୍ରତିଯୋଗୀ ଜୁବେର ଏକ ଗୁରୁତର ଅଭିଯୋଗ ଆଣିଥିଲେ। ସୋ’ ଚାଲିଥିବା ସମୟରେ ସଲମାନ୍‌ ତାଙ୍କୁ ଧମକ ଦେଇଥିଲେ ବୋଲି ସେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର