ପାଟନା: ଶନିବାର ରାତିରେ ନକ୍ସଲ୍ ଆକ୍ରମଣ ଯୋଗୁଁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଲୋକଟିକୁ ଗୁଳି କରି ମାରିବା ପରେ ୪ଟି ବସ୍କୁ ନକ୍ସଲ୍ମାନେ ପୋଡ଼ି ପକାଇଛନ୍ତି।
ଶନିବାର ବିଳମ୍ବିତ ରାତ୍ରୀରେ ଔରଙ୍ଗାବାଦ ଜିଲ୍ଲାର ଦେବ ଅଞ୍ଚଳରେ ଏହି ନକ୍ସଲ୍ ଆକ୍ରମଣ ହୋଇଛି।
ସେଣ୍ଟ୍ରାଲ୍ ରିଜର୍ଭ ପୁଲିସ ଫୋର୍ସ ଏବଂ ବିହାର ପୁଲିସ ଦଳ ପରେ ଘଟନା ସ୍ଥଳରେ ପହଞ୍ଚିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/Untitled-1-copy-10.jpg)