ସଠିକ୍‌ ରଣନୀତିରେ ବିଜେପିକୁ ପରାଜିତ କରିହେବ: ଅଖିଳେଶ ଯାଦବ

ସଠିକ୍‌ ରଣନୀତି କାର୍ଯ୍ୟକାରୀ ହେଲେ ଏବଂ ପ୍ରଚାର ଅଭିଯାନକୁ ସୁନିୟନ୍ତ୍ରିତ କରାଗଲେ ଯେ କୌଣସି ଅଂଚଳରେ ବିଜେପିକୁ ପରାଜିତ କରିହେବ ବୋଲି ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ କହିଛନ୍ତି। ଆଜି ଗୁଜରାଟ ନିର୍ବାଚନ ପରିଣାମ ଉପରେ ପ୍ରତିକ୍ରିୟା ଦେଇ ଅଖିଳେଶ କହିଛନ୍ତି ଯେ ଏହି ନିର୍ବାଚନ ଯୁବ ଶକ୍ତିଙ୍କ ସାମର୍ଥ୍ୟକୁ ପ୍ରମାଣିତ କରିଛି ଏବଂ ବିଜେପିର ଅହଙ୍କାର ଭାଙ୍ଗିଛି।

ସମ୍ବନ୍ଧିତ ଖବର