ପଶ୍ଚିମବଙ୍ଗରେ ବିଜେପି ରଥଯାତ୍ରାକୁ ହାଇକୋର୍ଟ ମଞ୍ଜୁରି

କୋଲ୍‌କାତା: ବହୁ ବିବାଦ ପରେ ବିଜେପିର ପ୍ରସ୍ତାବିତ ‘ଗଣତନ୍ତ୍ର ସୁରକ୍ଷା ରଥଯାତ୍ରା’କୁ ଆଜି କୋଲ୍‌କାତା ହାଇକୋର୍ଟ ମଞ୍ଜୁରି ଦେଇଛନ୍ତି। ଫଳରେ ବିଜେପି ଆସନ୍ତା ୨୨, ୨୪ ଓ ୨୬ ତାରିଖରେ ରଥଯାତ୍ରା ଆୟୋଜନ କରିବ। ତେବେ ଏହି ଜଣିକିଆ ଖଣ୍ଡପୀଠ ରାୟକୁ ଆଜି ରାଜ୍ୟ ସରକାର ଡିଭିଜନ୍‌ ବେଞ୍ଚ୍‌ରେ ଚାଲେଞ୍ଜ୍‌ କରିଛନ୍ତି। ଶୁକ୍ରବାର ଏହାର ଶୁଣାଣି ହେବ।

ସମ୍ବନ୍ଧିତ ଖବର