ଦୁବାଇ : ଦୁବାଇରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆ ଭାଇଭଉଣୀମାନେ ମଧ୍ୟ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବୋଇତବନ୍ଦାଣ କରିଛନ୍ତି। ଅଲ୍ ମାମଝର୍ ସମୁଦ୍ର କୂଳରେ ଓଡ଼ିଆ ଭାଇଭଉଣୀମାନେ ଭୋର୍ରେ ଏକାଠି ହୋଇ ବୋଇତ ଭସାଇବା ସହ ଓଡ଼ିଆ ନୌବାଣିଜ୍ୟ ପରମ୍ପରାର ସ୍ମୃତିକୁ ରୋମନ୍ଥନ କରିଥିଲେ। ପ୍ରବାସୀ ଓଡ଼ିଆ ଡ. ଚନ୍ଦ୍ରଶେଖର ଖୁଣ୍ଟିଆ କହିଛନ୍ତି ଯେ ବିଦେଶ ମାଟିରେ ରହିଲେ ବି ସେ ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ଆଦୌ ଭୁଲି ନାହାନ୍ତି।
ଅଲ୍ ମାମଝର୍ରେ ବି ଭାସିଲା ବୋଇତ
/sambad/media/post_attachments/wp-content/uploads/2021/11/dubai.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)