ବାଳକକୁ ପିଟିପିଟି ହତ୍ୟା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ମୁକୁନ୍ଦପୁରରେ ଆଜି ଏକ ଭିଡ଼ ହିଂସା ଘଟିଛି। ଜଣେ ୧୬ ବର୍ଷୀୟ ବାଳକ ଏହାର ଶିକାର ହୋଇ ପ୍ରାଣ ହରଇଛନ୍ତି। ଘଟଣାରେ ଦିଲ୍ଲୀ ପୁଲିସ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଆଉ ୩ ଜଣ ଫେରାର ଅଛନ୍ତି। ଚୋର ସନ୍ଦେହରେ ବାଳକକୁ ହତ୍ୟା କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର