ନୂଆଦିଲ୍ଲୀ : ବ୍ରାଜିଲର ପେଟ୍ରୋପଲିସରେ ପ୍ରବଳ ବର୍ଷା ଯୋଗୁଁ ଅଚାନକ ବନ୍ୟା ଆସିଛି। ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଯାଇଛି। ବ୍ରାଜିଲର ଏନ୍ସିଡି (ନ୍ୟାସନାଲ ସିଭିଲ୍ ଡିଫେନ୍ସ) ସୂଚନା ଅନୁଯାୟୀ ୫୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି।
ବ୍ରାଜିଲରେ ଅଚାନକ ବନ୍ୟା ଓ ଭୂସ୍ଖଳନ, ଶତାଧିକ ମୃତ
/sambad/media/post_attachments/wp-content/uploads/2022/02/download-1-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)