ଲଣ୍ଡନ: ୟୁରୋପୀୟ ସଂଘ (ଇୟୁ)ରୁ ବ୍ରିଟେନ୍ର ପ୍ରସ୍ଥାନ (ଯାହାକୁ ବ୍ରେକ୍ଜିଟ୍ ବୋଲି କୁହାଯାଉଛି) ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ଥେରେସା ମେ ସରକାର ବିଫଳ ହେବାକୁ ନେଇ ବିବାଦ ସୃଷ୍ଟି ହୋଇଥିବା ବେଳେ ଇତିମଧ୍ୟରେ ଦେଶର ବିଦେଶ ମନ୍ତ୍ରୀ ବୋରିସ୍ ଜନ୍ସନ୍ ଇସ୍ତଫା ଦେଇଛନ୍ତି। ଫଳରେ ସରକାରଙ୍କୁ ଏକ ବଡ଼ ଝଟ୍କା ଲାଗିଛି।
ବ୍ରିଟେନ୍: ବିଦେଶ ମନ୍ତ୍ରୀଙ୍କ ଇସ୍ତଫା
/sambad/media/post_attachments/wp-content/uploads/2018/07/johnsonboris_gettyimages.jpg)