ଗୋଆରେ ବ୍ରିଟିଶ ପର୍ଯ୍ୟଟକଙ୍କୁ ଦୁଷ୍କର୍ମ

ପାନାଜୀ: ଏକ ଅଭାବନୀୟ ଘଟଣାକ୍ରମରେ ଗୋଆ ଭ୍ରମଣରେ ଆସିଥିବା ଜଣେ ବ୍ରିଟିଶ ପର୍ଯ୍ୟଟକ ଦୁଷ୍କର୍ମର ଶିକାର ହୋଇଛନ୍ତି। ୪୮ ବର୍ଷୀୟା ବ୍ରିଟିଶ୍‌ ପର୍ଯ୍ୟଟକ ଜଣଙ୍କ ଗୋଆର କାନାକୋନା ସହରରେ ଭୋର ୪ ଟା ସମୟରେ ଦୁଷ୍କର୍ମର ଶିକାର ହୋଇଛନ୍ତି। ଦୁଷ୍କର୍ମକାରୀ ମଧ୍ୟ ମହିଳାଙ୍କ ଗହଣା ସହ ମୂଲ୍ୟବାନ୍‌ ସାମଗ୍ରୀ ଲୁଟି ନେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର