ନୂଆଦିଲ୍ଲୀ : ବିଏସ୍ପି-କଂଗ୍ରେସ ମିଶ୍ରଣ ପ୍ରସଙ୍ଗରେ ରାଜସ୍ଥାନ ହାଇକୋର୍ଟର ଜଣିକିଆ ଖଣ୍ଡପୀଠରେ ଶୁଣାଣି ହେବ। ବିଚାରପତି ମହେନ୍ଦ୍ର କୁମାର ଗୋଏଲଙ୍କ ନେତୃତ୍ବରେ ଗଠିତ ଜଣିକିଆ ଖଣ୍ଡପୀଠ ରାଜସ୍ଥାନ ବାଚସ୍ପତି, ବିଧାନସଭା ସମ୍ପାଦକ ଏବଂ ୬ ଜଣ ବିଏସ୍ପି ବିଧାୟକଙ୍କ ନିକଟକୁ ନୋଟିସ ଜାରି କରିଛନ୍ତି। ସେମାନେ ଅଗଷ୍ଟ ୧୧ ମଧ୍ୟରେ ସେମାନଙ୍କ ଉତ୍ତର ଦାଖଲ କରିବାକୁ ଜଣିକିଆ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।
ବିଏସ୍ପି-କଂଗ୍ରେସ ମିଶ୍ରଣ ପ୍ରସଙ୍ଗ: ଜଣିକିଆ ଖଣ୍ଡପୀଠରେ ଶୁଣାଣି ହେବ
/sambad/media/post_attachments/wp-content/uploads/2020/08/bsp.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)