ବିଏସ୍‌ପି-କଂଗ୍ରେସ ମିଶ୍ରଣ ପ୍ରସଙ୍ଗ: ଜଣିକିଆ ଖଣ୍ଡପୀଠରେ ଶୁଣାଣି ହେବ

ନୂଆଦିଲ୍ଲୀ : ବିଏସ୍‌ପି-କଂଗ୍ରେସ ମିଶ୍ରଣ ପ୍ରସଙ୍ଗରେ ରାଜସ୍ଥାନ ହାଇକୋର୍ଟର ଜଣିକିଆ ଖଣ୍ଡପୀଠରେ ଶୁଣାଣି ହେବ। ବିଚାରପତି ମହେନ୍ଦ୍ର କୁମାର ଗୋଏଲଙ୍କ ନେତୃତ୍ବରେ ଗଠିତ ଜଣିକିଆ ଖଣ୍ଡପୀଠ ରାଜସ୍ଥାନ ବାଚସ୍ପତି, ବିଧାନସଭା ସମ୍ପାଦକ ଏବଂ ୬ ଜଣ ବିଏସ୍‌ପି ବିଧାୟକଙ୍କ ନିକଟକୁ ନୋଟିସ ଜାରି କରିଛନ୍ତି। ସେମାନେ ଅଗଷ୍ଟ ୧୧ ମଧ୍ୟରେ ସେମାନଙ୍କ ଉତ୍ତର ଦାଖଲ କରିବାକୁ ଜଣିକିଆ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର

Comments are closed.