ନୂଆଦିଲ୍ଲୀ: କେନ୍ଦ୍ର ବଜେଟ୍ରେ ଏସ୍ସି (ଅନୁସୁଚିତ ଜାତି) , ଏସ୍ଟି (ଅନୁସୂଚିତ ଜନଜାତି) ଏବଂ ଓବିସି (ପଛୁଆ ବର୍ଗ)ଙ୍କ କଲ୍ୟାଣ ପାଇଁ ୧,୩୮,୭୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏସ୍ସି -ଓବିସିଙ୍କ କଲ୍ୟାଣ ପାଇଁ ୮୫,୦୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ଏସ୍ଟିଙ୍କ ପାଇଁ ୫୩,୭୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଭାରତର ଆଦିବାସୀ ସଂସ୍କୃତି ଏବଂ ଇତିହାସ ସଂକ୍ରାନ୍ତରେ ଲୋକଙ୍କୁ ଶିକ୍ଷା ଦେବାପାଇଁ ସରକାର ରାଞ୍ଚିରେ ଏକ ଟ୍ରାଇବାଲ୍ ମ୍ୟୁଜିୟମ୍ ପ୍ରତିଷ୍ଠା କରିବାପାଇଁ ନିଷ୍ପତ୍ତି ନେଇଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।
ବଜେଟ୍ ୨୦୨୦: ଏସ୍ସି-ଓବିସିଙ୍କ କଲ୍ୟାଣ ପାଇଁ ୮୫,୦୦୦ କୋଟି
ଏସ୍ଟିଙ୍କ ପାଇଁ ୫୩,୭୦୦ କୋଟି
/sambad/media/post_attachments/wp-content/uploads/2020/02/Nirmala-Present-Budget_2020_800X460.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)