ହାତବୁଣା ଶାଢ଼ି ପିନ୍ଧିବାକୁ ପସନ୍ଦ କରନ୍ତି ଅର୍ଥମନ୍ତ୍ରୀ, ବଜେଟ ଡେ’ରେ ଓଡ଼ିଶା ବ୍ୟତୀତ ଏହି ରାଜ୍ୟର ଶାଢ଼ି ପିନ୍ଧିସାରିଛନ୍ତି ସୀତାରମଣ

ନୂଆଦିଲ୍ଲୀ: ଚର୍ଚ୍ଚାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ବଜେଟ ପାଇଁ ତ ଚର୍ଚ୍ଚା ହେଉଛି, ସେତିକି ଚର୍ଚ୍ଚା ଆଜି ସୀତାରମଣ ପିନ୍ଧିଥିବା ଶାଢ଼ିକୁ ନେଇ ଆରମ୍ଭ ହୋଇଛି। ପ୍ରତିବର୍ଷ ବଜେଟ ଡେ’ରେ ସେ ପିନ୍ଧୁଥିବା ଶାଢ଼ି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। ୨୦୧୯ରେ, ଭାରତର ଅର୍ଥମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିବା ପରେ, ସେ ପ୍ରତ୍ୟେକ ଥର ବଜେଟ୍ ଦିନରେ ବିଭିନ୍ନ ରାଜ୍ୟର ହାତବୁଣା ଶାଢ଼ି ପିନ୍ଧିବା ଆରମ୍ଭ କରିଥିଲେ। ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟରେ ସେ ଲାଲ ରଙ୍ଗର ହାତବୁଣା ଶାଢ଼ି ପିନ୍ଧି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

କିଛି ଲୋକ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିବେ ବୋଲି ଉତ୍ସାହିତ ଥିବାବେଳେ କିଛି ଲୋକ ଏଭଳି ଥିଲେ ଯେଉଁମାନେ ଫେବ୍ରୁଆରି ୧ରେ ସୀତାରମଣ କେଉଁ ଶାଢ଼ି ପିନ୍ଧିବାକୁ ଯାଉଛନ୍ତି ତାହା ଜାଣିବାକୁ ଉତ୍ସାହିତ ଥିଲେ। ଗତ ୫ଟି ବଜେଟ୍ ଅଧିବେଶନରେ ସେ କ’ଣ ପିନ୍ଧିଥିଲେ ଆସନ୍ତୁ ଦେଖିବା:

୧. କେନ୍ଦ୍ର ବଜେଟ ୨୦୧୯

financialexpress

୨. କେନ୍ଦ୍ର ବଜେଟ ୨୦୨୦

financialexpress

 

୩. କେନ୍ଦ୍ର ବଜେଟ ୨୦୨୧

financialexpress

୪. କେନ୍ଦ୍ର ବଜେଟ ୨୦୨୨

financialexpress

୫. କେନ୍ଦ୍ର ବଜେଟ ୨୦୨୩

वित्त मंत्री निर्मला सीतारमण
aajtak
ସମ୍ବନ୍ଧିତ ଖବର