ନୂଆଦିଲ୍ଲୀ: ଉପସ୍ଥାପିତ ହେଲା ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ । ବିଭିନ୍ନ କ୍ଷେତ୍ର ପାଇଁ ବଡ ବଡ ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତେବେ ସବୁବେଳେ ବଜେଟ ଆସିଲେ ଲୋକଙ୍କର ନଜର ଥାଏ ଏଥର କଣ ଶସ୍ତା ହେଲା, କଣ ମହଙ୍ଗା ହେଲା । ଇତିମଧ୍ୟରେ ୧୨ ଲକ୍ଷ ଯାଏଁ ଆୟକର ଛାଡ ହେବବୋଲି ବଡ ଘୋଷଣା କରି ସାରା ଦେଶକୁ ଚକିତ କରି ଦେଇଛନ୍ତି ଅର୍ଥମନ୍ତ୍ରୀ । ତେବେ ନଜର ପକାନ୍ତୁ କଣ ହେଲା ଶସ୍ତା, କଣ ହଲା ମହଙ୍ଗା ?
ବଜେଟ୍-୨୦୨୫
କଣ ହେଲା ଶସ୍ତା
-ଶସ୍ତା ହେଲା ମୋବାଇଲ୍ ବ୍ୟାଟେରୀ
-ଶସ୍ତା ହେବ କର୍କଟର ୩୬ଟି ଔଷଧ
-ଇ-କାର ଶସ୍ତା ହେବ
-ଟିଭି, ମୋବାଇଲ ବି ଶସ୍ତା ହେବ
-କପଡା, ବେଲ୍ଟ, ଜୋତା, ପର୍ସ ଶସ୍ତା
-ଲେଦର ଜାକେଟ୍ ଶସ୍ତା
-ବୈଦ୍ୟୁତିକ ଉପକରଣ ବି ଶସ୍ତା ହେବ
-ବୁଣାକାରଙ୍କ ପ୍ରସ୍ତୁତ କପଡା ବି ଶସ୍ତା ହେବ
କଣ ମହଙ୍ଗା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/02/01/nC1PzpGZuEk2TqfSU6tc.jpg)