କୋଠା ଭୁଶୁଡ଼ି ୬ ମୃତ

ମୁମ୍ବାଇ: ମହାରାଷ୍ଟ୍ରର ସୋଲାପୁର୍‌ ଜିଲ୍ଲାରେ ଏକ ନିର୍ମାଣାଧୀନ କୋଠା ଭୁଶୁଡ଼ି ୬ ଜଣଙ୍କ ମୃତ୍ୟୁ ହୋଇଯାଇଛି। ପ୍ରବଳ ବର୍ଷା ଯୋଗୁଁ ସୋଲାପୁରର ପଣ୍ଢରପୁର ଅଧୀନସ୍ଥ ଚନ୍ଦ୍ରଭାଗା ନଦୀ କୂଳରେ ଥିବା ଏହି କୋଠା ଭୁଶୁଡ଼ି ପଡ଼ିଥିଲା। ଆଜି ଅପରାହ୍ନ ୨.୩୦ରେ ଏହି ଅଘଟଣ ଘଟିଛି। ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୪ ଜଣ ସଦସ୍ୟ ରହିଛନ୍ତି।

ସମ୍ବନ୍ଧିତ ଖବର