ଡେରାଡୁନ: ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ଆଜି ଏକ ଘରୋଇ ବସ୍ ନିୟନ୍ତ୍ରଣ ହରାଇ ଯମୁନା ନଦୀ ଗର୍ଭକୁ ଖସି ପଡ଼ିବାରୁ ୧୪ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୧୨ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆଜି ଅପରାହ୍ନ ସାଢ଼େ ୧୨ଟା ବେଳେ ଯମୁନାତ୍ରୀ ରାଜପଥର ଡାମଟା ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ଆହତ ଯାତ୍ରୀମାନଙ୍କୁ ହେଲିକପ୍ଟର ଯୋଗେ ଡେରାଡୁନ୍ ଅଣାଯାଇଥିଲା। ବସ୍ଟି ନୌଗାମ୍ରୁ ବିକାଶ ନଗର ଅଭିମୁଖେ ଯାତ୍ରା କରୁଥିଲା।
ଯମୁନାକୁ ଖସିଲା ବସ୍: ୧୪ ମୃତ
/sambad/media/post_attachments/wp-content/uploads/2018/11/Uttarakhand-Bus-mishap.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)