ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍କୁ ବିକାଶଶୀଳ ଦେଶଗୁଡିକ ମଧ୍ୟରେ କୃଷି ଓ ଗ୍ରାମୀଣ ବିକାଶ କ୍ଷେତ୍ରରେ ସହଯୋଗ ନିମନ୍ତେ ଜାତୀୟ ଗ୍ରାମୀଣ ବିକାଶ ଓ ପଂଚାୟତିରାଜ ସଂସ୍ଥା (ଏନ୍ଆଇଆର୍ଡି ଆଣ୍ଡ୍ ପିଆର୍) ଏବଂ ବ୍ରିଟେନ୍ର ୟୁନିଭର୍ସିଟି ଅଫ୍ ରିଡିଂ (ୟୁଓଆର୍) ମଧ୍ୟରେ ବୁଝାମଣାପତ୍ର (ଏମ୍ଓୟୁ) ସମ୍ପର୍କରେ ଅବଗତ କରାଯାଇଛି। ଏହି ବୁଝାମଣାପତ୍ର ୨୦୨୨ ମାର୍ଚ୍ଚ ମାସରେ ସ୍ୱାକ୍ଷରିତ ହୋଇଥିଲା। ଏହି ବୁଝାମଣା କୃଷି, ପୁଷ୍ଟି ତଥା ଗ୍ରାମୀଣ ବିକାଶ କ୍ଷେତ୍ରରେ ଏକ ଅନ୍ତର୍ରାଷ୍ଟ୍ରୀୟ ପେସାଦାର ନେଟ୍ୱର୍କ ବିକଶିତ କରିବ। ଏହି ଦୁଇ ସଂସ୍ଥା ଏକାଠି ହୋଇ କୃଷି, ଅର୍ଥନୀତି, ଗ୍ରାମୀଣ ବିକାଶ, ଜୀବିକା ଏବଂ ପୁଷ୍ଟି ସମ୍ପର୍କିତ ଅଧ୍ୟୟନରେ ବହୁ ମାତ୍ରାରେ ଗବେଷଣା ସମ୍ପର୍କିତ ପାରଦର୍ଶିତା ଆଣିପାରିବେ।
ବ୍ରିଟେନ୍ ସହ ବୁଝାମଣାକୁ କ୍ୟାବିନେଟ୍ ମଞ୍ଜୁରି
/sambad/media/post_attachments/wp-content/uploads/2022/07/briten.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)