ମଦୁରାଇ : ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଇ ପାଲାନିସ୍ୱାମୀଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ମଦୁରାଇ ବିମାନବନ୍ଦରରେ ଏଏମ୍ଏମ୍କେ (ଆମ୍ମା ମକ୍କାଲ ମୁନ୍ନେତ୍ରା କାଜାଗାମ)ର ଜଣେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ପୁଲିସ ମାମଲା ରୁଜୁ କରିଛି। ଶିବଗଙ୍ଗାଠାରେ ଏକ ଦଳୀୟ ସଭାରେ ଯୋଗଦେବା ପାଇଁ ଏଆଇଏଡିଏମ୍କେର ମଧ୍ୟବର୍ତ୍ତୀକାଳୀନ ସାଧାରଣ ସମ୍ପାଦକ ଇପିଏସ୍ ଚେନ୍ନାଇରୁ ମଦୁରାଇ ଯାଉଥିଲେ। ସେ ବିମାନରୁ ଓହ୍ଲାଇ ଏକ ବସରେ ଥିବାବେଳେ ରାଜେଶ୍ୱରନ୍ ନାମକ ଜଣେ ବ୍ୟକ୍ତି ବସ୍ ଭିତରେ ତାଙ୍କୁ ଶଶିକଳାଙ୍କ ବିଶ୍ବାସଘାତକ ବୋଲି ବଡ଼ ପାଟିରେ କହିଥିଲେ।
ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ପାଲାନିସ୍ବାମୀଙ୍କ ବିରୋଧରେ ମାମଲା
/sambad/media/post_attachments/wp-content/uploads/2023/03/Palaniswami.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)