ନଓ୍ଵାଜୁଦ୍ଦିନ୍‌ଙ୍କ ଭାଇ ବିରୋଧରେ ମାମଲା ରୁଜୁ

ମୁଜାଫରନଗର : ବଲିଉଡ୍‌ ଅଭିନେତା ନବାଜୁଦ୍ଦିନ୍‌ ସିଦ୍ଦିିକିଙ୍କ ଭାଇ ବିରୋଧରେ ଏକ ଆପତ୍ତିଜନକ ଫେସବୁକ୍‌ ପୋଷ୍ଟ୍‌ ପାଇଁ ମାମଲା ରୁଜୁ ହୋଇଛି। ହିନ୍ଦୁମାନଙ୍କ ଧାର୍ମିକ ଭାବାବେଗକୁ ଆଘାତ ଦେଇଥିବା ଭଳି ଏକ ଆପତ୍ତିଜନକ ଫେସବୁକ୍‌ ପୋଷ୍ଟ୍‌ କରିଥିବାରୁ ନବାଜଉଦ୍ଦିନ୍‌ଙ୍କ ଭାଇଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଜଣେ ହିନ୍ଦୁ ଯୁବ ବାହିନୀ କର୍ମୀ ଭାରତ କୁମାର ଆୟାଜଉଦ୍ଦିନ୍‌ଙ୍କ ଦ୍ୱାରା ଏନେଇ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର