ଦିନ ୧୨ଟାରେ ବାହାରିବ ସିବିଏସଇ ଦଶମ ପରୀକ୍ଷା ଫଳ, ଏହି ୱେବସାଇଟରେ ହେବ ଉପଲବ୍ଧ
ନୂଆଦିଲ୍ଲୀ: ଆଜି ଦିନ ୧୨ଟାରେ ବାହାରିବ ସିବିଏସଇ ଦଶମ ପରୀକ୍ଷା ଫଳ। ଏନେଇ ସିବିଏସଇ ଏଚକ୍ୟୁ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାାଇଛି। ଛାତ୍ରଛାତ୍ରୀମାନେ cbseresults.nic.in କିମ୍ବା cbse.gov.in କିମ୍ବା ଡିଜିଲକର ସାହାଯ୍ୟରେ ନିଜର ଫଳାଫଳ ପାଇ ପାରିିବେ।
Sambad is now on WhatsApp
Join and get latest news updates delivered to you via WhatsApp
The Indian Express
Dear Students
Results can be accessed on https://t.co/JfDBA2YU8F or https://t.co/9z38Le7QWU or DigiLockerFind your Roll Number using the Finder on https://t.co/1RMO8azHpP #CBSEResults #CBSE pic.twitter.com/vxdP1NFcLJ
— CBSE HQ (@cbseindia29) August 3, 2021
ଏହା ପୂର୍ବରୁ ଜୁଲାଇ ୩୦ରେ ସିବିଏସଇ ଦ୍ୱାଦଶ ପରୀକ୍ଷାଫଳ ପ୍ରକାଶ ପାଇଥିଲା। ୯୯.୬୭ ପ୍ରତିଶତ ଛାତ୍ରୀ ଏବଂ ୯୯.୧୩ ପ୍ରତିଶତ ଛାତ୍ର ପାସ୍ କରିଥିଲେ।