ନୂଆଦିଲ୍ଲୀ: ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀର ଟର୍ମ-୧ ପରୀକ୍ଷା ସୂଚୀ ପ୍ରକାଶ ପାଇଛି । ନଭେମ୍ବର ୩୦ରୁ ଦଶମ ଓ ଡିସେମ୍ବର ୧ ତାରିଖରୁ ଦ୍ୱାଦଶ ଶ୍ରେଣୀ ଟର୍ମ-୧ ପରୀକ୍ଷା ହେବ । ଏଥିପାଇଁ ଆଜି ପରୀକ୍ଷା ସୂଚୀ ପ୍ରକାଶିତ ହୋଇଛି ।
/sambad/media/post_attachments/wp-content/uploads/2021/10/FB_rZHzVkAIRTM8.jpg)
/sambad/media/post_attachments/wp-content/uploads/2021/10/FB_rZH3VIAUkKEF.jpg)
/sambad/media/post_attachments/wp-content/uploads/2021/10/FB_rZIEVUAQqaPu.jpg)
ତେବେ ଦଶମ ଶ୍ରେଣୀର ଅନ୍ୟ ସାଧାରଣ ବିଷୟର ପରୀକ୍ଷା ପାଇଁ ସ୍କୁଲ ଦିନ ଧାର୍ଯ୍ୟ କରିବ, ଯାହାକି ଆସନ୍ତା ନଭେମ୍ବର ୧୭ ତାରିଖରୁ ଆରମ୍ଭ ହେବ । ସେହିପରି ଦ୍ୱାଦଶ ଶ୍ରେଣୀର ଅନ୍ୟ ସାଧାରଣ ବିଷୟର ପରୀକ୍ଷା ନଭେମ୍ବର ୧୬ ତାରିଖରୁ ଆରମ୍ଭ ହେବ ବୋଲି କୁହାଯାଇଛି । ଏହାପରେ ନଭେମ୍ବର ୩୦ ଓ ଡିସେମ୍ବର ୧ରୁ ପ୍ରମୁଖ ବିଷୟର ପରୀକ୍ଷା ଆରମ୍ଭ ହେବ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/cbse.jpg)