ନୂଆଦିଲ୍ଲୀ: ମୌସୁମୀ ହେତୁ ଭାରତୀୟ ରେଳର କେନ୍ଦ୍ରୀୟ ରେଳବାଇ ସୋମବାରଠାରୁ ନୂଆ ସମୟ ସୂଚୀ ଜାରି କରଛି। ଆଜିଠାରୁ ଏହି ସୂଚୀ କାର୍ଯ୍ୟକାରୀ ହେଉ ନ ଥିଲେ ବି ଆଜିର ଟ୍ରେନ୍ ଚଳାଚଳ ଉପରେ ଏହି ସୂଚୀ ପ୍ରଭାବ ପକାଇବ।
12167 #LTT-#Manduadih #Express sch dep 0035 hrs on 2.7.2019 is #RESCHEDULED at 0910 hrs on 2.7.2019 (Delay by 8 hours and 35 minutes). Inconvenience caused is regretted.
— Central Railway (@Central_Railway) July 1, 2019
12137 #CSMT-#Firozpur #Punjab #Mail sch dep 1935 hrs on 1.7.2019 is #RESCHEDULED at 0030 hrs on 2.7.2019 (Delay by 4 hours 55 minutes). Inconvenience caused is regretted.
— Central Railway (@Central_Railway) July 1, 2019
22107 #CSMT-#Latur #Express sch dep 2100 hrs on 1.7.2019 is #RESCHEDULED at 0010 hrs on 2.7.2019 (Delay by 3 hours 10 minutes). Inconvenience caused is regretted
— Central Railway (@Central_Railway) July 1, 2019
12322 #CSMT-#Howrah #Mail via #Allahabad Chheoki sch dep 2130 hrs on 1.7.2019 is #RESCHEDULED at 0100 hrs on 2.7.2019 (Delay by 3 hours 30 minutes). Inconvenience caused is regretted.
— Central Railway (@Central_Railway) July 1, 2019
11027 #CSMT-#Chennai #Mail sch dep 2345 hrs on 1.7.2019 is #RESCHEDULED at 0130 hrs on 2.7.2019 (Delay by one hour 45 minutes). Inconvenience caused is regretted.
— Central Railway (@Central_Railway) July 1, 2019
ଏହି ନୂଆ ସମୟ ସୂଚୀରେ ନୂତନ ଟ୍ରେନ୍ ଚାଲିବାରୁ ନେଇ ଟିକେଟ୍ ବାତିଲ୍ କରିବା, ସମୟସୀମାରେ କରାଯାଇଥିବା ପରିବର୍ତ୍ତନ, ଟ୍ରେନ୍ଗୁଡ଼ିକର ଗତିପଥ ବଦଳାଇବା ଆଦିକୁ ଗୁରୁତ୍ୱ ଦିଆଯାଇଛି। ରେଳବାଇ ପକ୍ଷରୁ ସ୍ପଷ୍ଟ ହୋଇଛି ଯେ ସୋମବାରଠାରୁ ଏହି ନୂଆ ସମୟ ସୂଚୀ ଲାଗୁ ହେବ।