ନୂଆଦିଲ୍ଲୀ : ସୋରଡ଼ା ଠାରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ନେଇ କୌଣସି ପ୍ରସ୍ତାବ କେନ୍ଦ୍ର ନିକଟକୁ ଆସି ନ ଥିବା କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ କହିଛନ୍ତି। ଆଜି ଲୋକସଭାରେ ବିଜେଡି ସାଂସଦ ପ୍ରମିଳା ବିଶୋଇଙ୍କ ଅଣତାରକା ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।
ସୋରଡ଼ାରେ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ରାଜ୍ୟ ପ୍ରସ୍ତାବ ଆସିନି
/sambad/media/post_attachments/wp-content/uploads/2019/11/central-school.jpg)