ବିଳାସପୁର: ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ଛତିଶଗଡ଼ରେ ରାଜନୈତିକ ବାତାବରଣ ସରଗରମ ହୋଇଉଠିଛି। ଆଜି କଂଗ୍ରେସକୁ ରାଜ୍ୟରେ ଶକ୍ତ ଝଟ୍କା ଲାଗିଛି। କଂଗ୍ରେସ ବିଧାୟକ ତଥା ଛତିଶଗଡ଼ କଂଗ୍ରେସର କାର୍ଯ୍ୟକାରିଣୀ ଅଧ୍ୟକ୍ଷ ରାମ ଦୟାଲ ୟୁକି ଆଜି ବିଜେପି ଅଧ୍ୟକ୍ଷ ଅମିତ ଶାହ ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି। ଛତିଶଗଡ଼ର ପାଲିରୁ ଦୟାଲ ୪ ଥର ବିଧାୟକ ନିର୍ବାଚିତ ହୋଇଛନ୍ତି।
ଛତିଶଗଡ଼ କଂଗ୍ରେସକୁ ଝଟ୍କା, ବିଜେପିରେ ଯୋଗ ଦେଲେ ବରିଷ୍ଠ ନେତା
/sambad/media/post_attachments/wp-content/uploads/2018/09/the_Indian_National_Congress_svg.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)