ନୂଆଦିଲ୍ଲୀ: ତାମିଲନାଡୁର ଚେନ୍ନାଇର ଏକ ଶିଳ୍ପ କ୍ଷେତ୍ର ମନାଲିରୁ ମୃତ୍ୟୁର ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଏହି ଭୟାବହ ଦୁର୍ଘଟଣାରେ ଜଣେ ବୃଦ୍ଧ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ବୃଦ୍ଧ ସୁରକ୍ଷାକର୍ମୀଙ୍କ ନାମ କୁମାରସ୍ବାମୀ ବୟସ ୬୦ବର୍ଷ ପାଖାପାଖି ଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ବିଚୁର ବାସିନ୍ଦା କୁମାରସ୍ବାମୀ ପାରିବାରର ଆର୍ଥିକ ସଙ୍କଟ ହେତୁ ବୃଦ୍ଧା ଅବସ୍ଥାରେ ଗତ ୨୦ଦିନ ପୂର୍ବେ ଏକ ଘରୋଇ କମ୍ପାନିକୁ ଚାକିରି ପାଇଁ ଆସିଥିଲେ। କମ୍ପାନି ବୃଦ୍ଧଙ୍କ ପରିସ୍ଥିତିକୁ ଦେଖି ତାଙ୍କୁ ସୁରକ୍ଷାକର୍ମୀ ଭାବେ ଚାକିରି ଦେଇଥିଲା।
ଚାକିରି କରୁଥିବା କମ୍ପାନିର ଦ୍ବାର ନିକଟରେ ଗଲା ସୁରକ୍ଷାକର୍ମୀଙ୍କ ଜୀବନ
/sambad/media/media_files/2025/06/24/nqwr28-2025-06-24-19-49-07.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)