ଚଣ୍ଡିଗଡ଼: ଛତିଶଗଡ଼ ରାଜ୍ୟପାଳ ତଥା ପୂର୍ବତନ ପଞ୍ଜାବ ଉପମୁଖ୍ୟମନ୍ତ୍ରୀ ବଳରାମ୍ ଦାସ ଟଣ୍ଡନଙ୍କର ଆଜି ୯୦ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଟଣ୍ଡନ୍ ଆଜି ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଭୀମରାଓ ଆମ୍ବେଦକର ମେମୋରିଆଲ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି।

ପରବର୍ତ୍ତୀ ଖବର