ମାଙ୍ଗାଲୁର: ଏୟାର୍ ଇଣ୍ଡିଆର ଏକ ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି। ମାଙ୍ଗାଲୁର ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନଟି ରନୱେରେ ଲ୍ୟାଣ୍ଡ୍ କରିବା ବେଳେ ଘୋଷାରି ହୋଇ ରନୱେ ନିକଟସ୍ଥ ଘାସ ଉପରେ ଲ୍ୟାଣ୍ଡ୍ କରିଥିବା ସୂଚନା ରହିଛି। ଏହି କାରଣରୁ ବିମାନବନ୍ଦରର ସମସ୍ତ କାର୍ଯ୍ୟକୁ ଏବେ ଅସ୍ଥାୟୀ ଭାବେ ବନ୍ଦ ରଖାଯାଇଛି।
Air India Express @ Mangalore airport.
Not going anywhere in a hurry. pic.twitter.com/i3JajMgEfN— RushLane (@rushlane) June 30, 2019
Mangalore Airport Official: IX384 Air India Express Dubai to Mangalore aircraft veered off the taxiway around 5:40 pm today. All passengers are safe & have been deboarded. More details awaited. pic.twitter.com/wHh4EAlH9G
— ANI (@ANI) June 30, 2019
ବିମାନଟି ଦୁବାଇରୁ ଆସୁଥିଲା। ସେଥିରେ ସର୍ବମୋଟ ୧୮୩ ଜଣ ଯାତ୍ରୀ ଥିଲେ। ଏହି ସାମୟିକ ଦୁର୍ଘଟଣାରେ କାହାରି କିଛି କ୍ଷତି ହୋଇନାହିଁ। ବିମାନଟିରେ କ’ଣ ତ୍ରୁଟି ରହିଥିବା ହେତୁ ଏପରି ଘଟିଛି ଇଞ୍ଜିନିୟରମାନେ ତାହା ନିରୀକ୍ଷଣ କରୁଛନ୍ତି।